Below header

ମା’ କ୍ଷେତ୍ରପାଳଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଭୁବନେଶ୍ୱର : କଟକ ଜିଲ୍ଲା କଣ୍ଟାପଡ଼ା ଗ୍ରାମର ମା’ କ୍ଷେତ୍ରପାଳଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇଛି । ଏଥିରେ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି । ୫ ତାରିଖ ଦିନ ଅଙ୍କୁରା ରୋପଣ ପରେ ୬ ତାରିଖ ଦିନ ଯଜ୍ଞ ଆରମ୍ଭ ହୋଇଥିଲା । ୭ ତାରିଖରେ ସୂର୍ଯ୍ୟପୂଜା, ଚଣ୍ଡୀପାଠ ଓ ଆହୂତି ପ୍ରଦାନ କରାଯାଇଥିଲା । ଆଜି ପୂର୍ଣ୍ଣାହୂତି ସହ ପ୍ରସାଦ ସେବନ କରାଯାଇଛି ।

YAGYA_UP_2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.