Below header

ଜଳିଗଲେ ୧୦ ଜୁନିୟର ଫୁଟ୍‌ବଲ୍‌ ଖେଳାଳି

ରିଓ ଡି ଜାନେଇରୋ : ବ୍ରାଜିଲର ପ୍ରସିଦ୍ଧ ଫୁଟ୍‌ବଲ୍‌ କ୍ଲବ୍‌ ଫ୍ଲେମିଙ୍ଗୋରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୧୪ରୁ ୧୭ ବୟସର ଜୁନିୟର ଖେଳାଳିମାନେ ରହୁଥିବା ବିଲଡିଂରେ ଆଜି ସକାଳେ ନିଆଁ ଲାଗି ଏଭଳି ସ୍ଥିତି ଉପୁଜିଥିଲା । ସେହି ଯୁବା ଖେଳାଳିମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଭୋର ପ୍ରାୟ ୫ଟା ସମୟରେ ଡରମିଟୋରିରେ ନିଆଁ ଲାଗି ଏହା ଚାରିଆଡ଼କୁ ବ୍ୟାପି ଯାଇଥିଲା । ପ୍ରାୟ ୭ଟା ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ସେତେବେଳେକୁ ବହୁତ କିଛି କ୍ଷତି ଘଟି ସାରିଥିଲା ।

FEMINGO CLUB-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.