Below header

ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ : ଆଜିଠୁ ତିନି ଦିନ ଧରି ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର (କେନ୍ଯୁଜ୍) : ଦିନକୁ ଦିନ ବଢ଼ି ଚାଲିଛି ତୈଳ ଦର । ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ । ଆଜିଠୁ ତିନି ଦିନ ଧରି ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ଦଳ । ରାଜ୍ଯର ସବୁ ପ୍ରେଟ୍ରୋଲ ପମ୍ପ ଆଗରେ ଦିନ ୧୦ଟାରୁ ୧୨ ଯାଏ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଜନସଚେତନତା କରାଯିବ । ଏନେଇ ବିଜୁ ଯୁବ-ଛାତ୍ର ମହିଳା ଜନତା ଦଳ ପକ୍ଷରୁ ଆହ୍ଵାନ ଦିଆଯାଇଛି । ଦଳର ଯୁକ୍ତି ତୈଳ ଦର ଉପରେ ରାଜ୍ୟର ଟିକସ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । ୪ ବର୍ଷ ଭିତରେ, ୧୨ ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି ହୋଇଛି । ପେଟ୍ରୋଲରେ ଶହେ ଓ ଡିଜେଲରେ ୫ଶହ ପ୍ରତିଶତ ଶୁଳ୍କ ବୃଦ୍ଧି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.