ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି, ଲୋକଙ୍କ ମତାମତ ଲୋଡ଼ିଲେ ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍

ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଲୋକଙ୍କ ମତାମତ ଲୋଡିଛି ଦଳ । ସୋସିଆଲ୍ ମିଡିଆରେ ସାଧାରଣ ଲୋକଙ୍କର ମତାମତ ଲୋଡ଼ିଛନ୍ତି ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍ ।

ଭୁବନେଶ୍ୱର : ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଲୋକଙ୍କ ମତାମତ ଲୋଡିଛି ଦଳ । ସୋସିଆଲ୍ ମିଡିଆରେ ସାଧାରଣ ଲୋକଙ୍କର ମତାମତ ଲୋଡ଼ିଛନ୍ତି ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ଏହି ସରକାର ଲୋକମାନଙ୍କର ସରକାର । ଜନତାଙ୍କ ମତାମତକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଗୁରୁତ୍ବ ଦେଇ ଆସିଛନ୍ତି । ଏଥର ବି ନିର୍ବାଚନ ଇସ୍ତାହାରରେ ଓଡ଼ିଶାବାସୀଙ୍କ ପ୍ରତିଟି ମତାମତକୁ ଗୁରୁତ୍ବ ଦିଆଯିବ ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.