ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ । ରାଜ୍ୟର ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଙ୍କୁ ବୈଠକରେ ସାମିଲ ହେବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ । ରାଜ୍ୟର ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଙ୍କୁ ବୈଠକରେ ସାମିଲ ହେବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିବେ ମୁଖ୍ୟ ନିର୍ବାଚନ ଅଧିକାରୀ । କିଛି ସମୟ ପରେ ଆରମ୍ଭ ହେବ ବୈଠକ  । ସର୍ବଦଳୀୟ ବୈଠକ ପାଇଁ ବିଜେଡିରୁ ସସ୍ମିତ ପାତ୍ର ,ବିଜେପି ନେତା ସୁଦର୍ଶନ ନାୟକ ଓ କଂଗ୍ରେସର ଶିବାନନ୍ଦ ରାୟ ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.