ବିଧାନସଭାରେ ହାଇଡ୍ରାମା, ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭାରେ ହାଇଡ୍ରାମା । ମଣ୍ଡି ସମସ୍ୟା ନେଇ  ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ । ସମବାୟ ମନ୍ତ୍ରୀ ଗୃହରେ ଉତ୍ତର ରଖୁଥିବା ବେଳେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅନ୍ୟ ମାନେ ତାଙ୍କୁ ଅଟକାଇଥିଲେ । ମଣ୍ଡି ସମସ୍ୟାକୁ ନେଇ ଆତ୍ମହତ୍ୟା କରିବେ ବୋଲି ପୂର୍ବରୁ ଚେତାଵନୀ ଦେଇଥିଲେ ସୁବାସ ପାଣିଗ୍ରାହୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.