ବିଜେଡିରେ ଯୋଗ ଦେଲେ ପାଟଣାଗଡର ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟିର କର୍ମୀ

ଭୁବନେଶ୍ବର : ବିଜେଡିରେ ଯୋଗ ଦେଲେ ବଲାଙ୍ଗିର ପାଟଣାଗଡର ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟିର କର୍ମୀ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ମିଶିଛନ୍ତି । ସେହପରି ମାଲକାନଗିରିର ବିଜେପି ଓ କଂଗ୍ରେସ କର୍ମୀ ଶଙ୍ଖ ଫୁଙ୍କିଛନ୍ତି । ଏହି ଯୋଗଦାନ ଦଳକୁ ଆହୁରୀ ମଜଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.