ବଲାଙ୍ଗିର : ପୌର ପରିଷଦ ଅଧ୍ୟକ୍ଷା ଭାବରେ ଲିକା ସାହୁ ବିଜୟୀ

ବଲାଙ୍ଗିର (କେନ୍ୟୁଜ୍‌) : ବଲାଙ୍ଗିର ପୌର ପରିଷଦରେ ବିଜେଡି ଅଧିକ ଓ୍ଵାର୍ଡ଼ରେ ଜିତିଛି । ଏହାକୁ ୧୬ଟି ଆସନ ମିଳିଛି । ଅଧ୍ୟକ୍ଷା ପ୍ରାର୍ଥୀ ଥିବା ବିଜେଡ଼ିର ଲିକା ସାହୁ ୧୪,୫୨୫ ଭୋଟରେ ବିଜୟୀ ହୋଇଛନ୍ତି।

ଵଲାଙ୍ଗିର ପୌର ପରିଷଦ କାଉନସିଲର
———————–
Ward no1- ସସ୍ମିତା ନନ୍ଦ ବିଜେଡ଼ି
Ward no2- ସରିତା ଦାସ ବିଜେଡି
Ward no 3- ରଜନୀ ବନଛୋର କଂଗ୍ରେସ
Ward no 4 ଅରବିନ୍ଦ ପରୁଆ କଂଗ୍ରେସ
Ward no 5 – ଲଲାଟେନ୍ଦୁ ପଟ୍ଟନାୟକ ବିଜେଡି
Ward no 6-ପିଙ୍କି କବାଟ ବିଜେଡି
Ward no 7 – ଶମ୍ଭୁ ନାଗ ବିଜେଡି
Ward no 8 – ନନ୍ଦିନୀ ପୋଢ଼ ବିଜେଡି
Ward no 9 ପ୍ରେମଲତା ନାଏକ ବିଜେଡି
Ward no 10 କିଶୋର କୁମ୍ଭାର ବିଜେଡି
Ward no11:- ପ୍ରଦୀପ ମିଶ୍ର କଂଗ୍ରେସ
Ward no12 ଅଞ୍ଜଳି ସାହୁ କଂଗ୍ରେସ
Ward no13 ଇସ୍ମିତା ଆରାଖାନ ବିଜେଡି
Ward no14 ସଞ୍ଜୁଲତା ଦନ୍ତା ବିଜେଡି
Ward no15 ମହେନ୍ଦ୍ର ବାଗ ବିଜେଡି
Ward no16 ସନ୍ତୋଷିନୀ କୁଅଁର ବିଜେଡି
Ward no17 ପ୍ରତିମା ଛାତ୍ରିଆ ବିଜେଡି
Ward no18 ଗଙ୍ଗାଧର ଚାନ୍ଦ ବିଜେଡି
Ward no19 ହରିଶଙ୍କର ଛାତ୍ରୀଆ ବିଜେପି
Ward no20 ଗାୟତ୍ରୀ ଭୋଇ , ବିଜେଡି
Ward no 21 ଶତ୍ରୁଘନ ବାଗ, ବିଜେଡି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.