ଖୋର୍ଦ୍ଧା ତାରତୁଆ ଅଞ୍ଚଳରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF କବ୍‌ଜାରେ ବ୍ରାଉନସୁଗର ବେପାରୀ। ଖୋର୍ଦ୍ଧା ତାରତୁଆ ଅଞ୍ଚଳରୁ ଜଣେ ବେପାରୀକୁ ଗିରଫ କଲା STF । ବେପାରୀ ପ୍ରମୋଦ ପଣ୍ଡା ପାଖରୁ ୨୫୩ ଗ୍ରାମ ବ୍ରାଉନସୁଗର ଜବତ କଲା STF । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.