ଦୀପ ନିଆଁରୁ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ, ଜଳି ଗଲା ଘରର ଆସବାବପତ୍ର

ରାଉରକେଲା କୋଏଲ ନଗର ଅଞ୍ଚଳରେ ଲାଗିଲା ନିଆଁ । ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୀପ ନିଆଁରୁ ନିଆଁ ଲାଗିଥିବା ସୂଚନା। କୋଏଲନଗରର କ୍ବାଟର ନମ୍ବର A - 315 ରେ ନିଆଁ ଲାଗିଛି । ଜଳି ଯାଇଛି ଘରର ଆସବାବପତ୍ର । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

ରାଉରକେଲା (କେନ୍ୟୁଜ): ରାଉରକେଲା କୋଏଲ ନଗର ଅଞ୍ଚଳରେ ଲାଗିଲା ନିଆଁ । ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୀପ ନିଆଁରୁ ନିଆଁ ଲାଗିଥିବା ସୂଚନା। କୋଏଲନଗରର କ୍ବାଟର ନମ୍ବର A – 315 ରେ ନିଆଁ ଲାଗିଛି । ଜଳି ଯାଇଛି ଘରର ଆସବାବପତ୍ର । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

ସୂଚନାଥାଉକି, ଆଜି ରାଉରକେଲା କୋଏଲ ନଗରରେ ଏକ ଦୁଇ ମହଲା ଘର ନିଆଁ ଲାଗିଯାଇଥିଲା । ଦୀପ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଘରର ସବୁ ଆସବାବପତ୍ର ନିଆଁରେ ପୋଡ଼ି ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଛନ୍ତି । ଏହା ସହ ଘର ଭିତରକୁ ସିଡି ପକାଇ ଘର ଭିତକୁ ପାଣି ମାଡ଼ ବି କରାଯାଉଛି । ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି ଫାୟାର ଡିପାର୍ଟମେଣ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.