Below header

ଆଲବମ୍‌ ଅଭିନେତ୍ରୀ ସେଲଫି ବେବୋ ମୃତ୍ୟୁ ମାମଲା , ଅଭିଯୁକ୍ତ ଯୁଗ ସୁନାକୁ ଦୁଇ ଦିନିଆ ରିମାଣ୍ଡରେ ନେଲା ବୁର୍ଲା ପୋଲିସ

ସମ୍ବଲପୁର(କେନ୍ୟୁଜ୍) : ଆଲବମ୍‌ ଅଭିନେତ୍ରୀ ସେଲଫି ବେବୋ ଓରଫ ସିମରନ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଯୁଗ ସୁନାକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ବୁର୍ଲା ପୋଲିସ । ଆଜି ସମ୍ବଲପୁର ମଣ୍ଡଳ କାରାଗାରରୁ ରିମାଣ୍ଡରେ ନିଆଯାଇଛି। ପୂର୍ବରୁ ଯୁଗ ସୁନାକୁ ୨୭ତାରିଖରେ ୩ ଦିନିଆ ରିମାଣ୍ଡରେ ନେଇଥିଲା ସମ୍ବଲପୁର ପୋଲିସ । ଜାନୁଆରି ୩ରେ ବୁର୍ଲା ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ସିମରନଙ୍କ ପରିବାରବର୍ଗ ଝାରସୁଗୁଡ଼ା ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.