ବସରେ ଲାଗିଲା ନିଆଁ, ବସ୍‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଲେ ଯାତ୍ରୀ

ପିପିଲି ଟୋଲ ପ୍ଲାଜ଼ା ନିକଟରେ ବସରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା ବସ୍‌ ।

ପିପିଲି(କେନ୍ୟୁଜ୍‌): ପିପିଲି ଟୋଲ ପ୍ଲାଜ଼ା ନିକଟରେ ବସରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା ବସ୍‌ । ତେବେ ବସ୍‌ଟିର ପଛ ଚକରେ ଲାଗି ଯାଇଥିଲା ନିଆଁ । ବସ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ବସ୍‌ । ଏହି ବସ୍‌ଟି ପୁରୀରୁ ଜାମସେଦପୁର ଯାଉଥିବା ବେଳେ ଏପରି ଅଘଟଣ ଘଟିଛି । ରାଜ୍ୟ ବାହାର ଘରୋଇ ବସ୍‌ ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.