Browsing Tag

bus fire

କର୍ଣ୍ଣାଟକରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ଜଣ ଜୀବନ୍ତ ଦଗ୍ଧ

କର୍ଣ୍ଣାଟକ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍ ନିକଟସ୍ଥ ଏନଏଚ୍ ୪୮ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ୩ଟା ବେଳେ ଯାତ୍ରୀବାହୀ ବସକୁ ଧକ୍କା ଦେଇଛିକଣ୍ଟେନର । ଫଳରେ ଦୁର୍ଘଟଣା ପରେ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି,…

ହୁହୁ ହୋଇ ଜଳିଗଲା OSRTC ବସ, ଅଳ୍ପକେ ବର୍ତ୍ତିଗଲେ ୨୫ରୁ ଅଧିକ ଯାତ୍ରୀ

ପଦ୍ମପୁର : ହୁହୁ ହୋଇ ଜଳିଗଲା OSRTC ବସ  I  ପଦ୍ମପୁରରୁ ବରଗଡ଼କୁ ଆସିବା ବେଳେ ରାସ୍ତା ଉପରେ ଜଳିଗଲା ।  ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ ।  ପଦ୍ମପୁର ବିଜେପୁର ରାସ୍ତାର ବଲଣ୍ଡା ଛକରେ ହୁହୁ ହୋଇ ଜଳିଗଲା ବସ୍ ।  ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।  ନିଆଁ ଲାଗିବା ପରେ…

ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ

କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ…

ଦିଲ୍ଲୀ ଏୟାରପୋର୍ଟରେ ବଡ଼ ଦୁର୍ଘଟଣା, ଏୟାର ଇଣ୍ଡିଆ ବସରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଜଳିଲା ବସ୍ । ଦିଲ୍ଲୀ ବିମାନବନ୍ଦରରେ ଟର୍ମିନାଲ ୩ରେ ଥିବା ଏକ ବସ୍ ଜଳିଯାଇଛି । ବିମାନବନ୍ଦରର ଟର୍ମିନାଲ ୩ରେ ଏକ ଏୟାର ଇଣ୍ଡିଆ ବସରେ ନିଆଁ ଲାଗିଛି । ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରାଯାଉଛି । ତେବେ ଘଟଣା ଘଟିବା…

ଜଳିଯାଉଛି ବଡ଼ ଅଟ୍ଟାଳିକା, ଘର ଆଉ ଦୋକାନ, ହେଲେ ଏମିତି କଣ ପାଇଁ ଘଟୁଛି ?

ଦେଶ ଉପରେ ପଡିଛି କି ଅଗ୍ନି ଦେବତାଙ୍କ କୋପ ? ଜଳିଯାଉଛି ବଡ଼ ବଡ଼ ଅଟ୍ଟାଳିକା, ଘର ଆଉ ଦୋକାନ । ରାସ୍ତାରେ ଜଳୁଛି ବଡ଼ ବଡ ଯାତ୍ରୀବାହୀ ଗାଡ଼ି । ଜୀବନ୍ତ ଦଗ୍ଧ ହେଉଛନ୍ତି ଲୋକେ । ଚାରିଆଡ଼େ ନିଆଁ ଜଳୁଥିବା ଖବର। ପେପର ପୃଷ୍ଠା ଲେଉଟାଇଲେ କିମ୍ବା ଟିଭି ଖୋଲିଦେଲେ ଖାଲି ଅଗ୍ନିକାଣ୍ଡ ଖବର…

କୁର୍ଣ୍ଣୁଲ ବସ୍ ଟ୍ରାଜେଡି : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ରାଶି…

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ ଘଟଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ…

ଜୈସଲମୈରରେ ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ୧୦ରୁ ଅଧିକ ଯାତ୍ରୀ ମୃତ

ରାଜସ୍ଥାନ : ରାଜସ୍ଥାନ ଜୈସଲମୈରରେ ବଡ଼ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ୪୦ ଯାତ୍ରୀ ଆହତ ହୋଇଛନ୍ତି । ଖବର ମୁତାବକ, ବସଟି ଜୈସଲମୈରରୁ ଯୋଧପୁର ଯାଉଥିଲା । ହଠାତ୍…

ଲକ୍ଷ୍ନୌ: ଡବଲ-ଡେକର ବସରେ ଲାଗିଲା ନିଆଁ, ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ମୋହନଲାଲଗଞ୍ଜ ଅଞ୍ଚଳରେ, ଦିଲ୍ଲୀରୁ ବିହାର ଯାଉଥିବା ଏକ ସ୍ଲିପର ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ମୁତାବକ, ବସ୍‌ରେ ଯାତ୍ରା ପ୍ରାୟ ୬୦ ଜଣ ଯାତ୍ରୀ…

ଦରମା ନବଢ଼ାଇବାରୁ ଅମଣିଷ ହେଇଗଲା ଡ୍ରାଇଭର, ନେଇଗଲା ୪ ଜୀବନ

ଦରମା ବଢ଼ିଲାନି ବୋଲି ଭୟଙ୍କର କାଣ୍ଡ । ଅମଣିଷ ହେଇଗଲା ଜଣେ ଡ୍ରାଇଭର । ନିଜ ସ୍ବାର୍ଥ ପୂରଣ ହେଲାନି ବୋଲି କରି ବସିଲା ଭୟାନକ ଅପରାଧ । ନିଆଁ ଏମିତି ଲଗାଇଲା ଯେ ଚାଲିଗଲା ୪ ଜଣଙ୍କ ଜୀବନ । ଏଭଳି ଅମାନୁଷିକ ଘଟଣା ଘଟାଇଛି ଜଣେ ଡ୍ରାଇଭର । ଏହି ଅଘଟଣ ଘଟିଛି ମହାରାଷ୍ଟ୍ର ପୁନେରେ । କମ୍ପାନୀ…

ପୁଣେ ବସରେ ଜଳି ୪ ଜଣଙ୍କ ମୃତ୍ୟୁ ଘଟଣା : ଦରମା ନ ବଢିବା ଏବଂ ବୋନସ ନ ମିଳିବା ଯୋଗୁଁ ଡ୍ରାଇଭର ରଚିଥିଲା ଏଭଳି କାଣ୍ଡ

ମହାରାଷ୍ଟ୍ରର ପୁଣେରେ ଥିବା ହିଞ୍ଜେୱାଡିରେ ଏକ ଟେମ୍ପୋ ଟ୍ରାଭେଲର ଗାଡ଼ିରେ ନିଆଁ ଲାଗିଯିବାରୁ ଗ୍ରାଫିକ୍ସ କମ୍ପାନୀର ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ୧୯ ମାର୍ଚ୍ଚରେ ଘଟିଥିବା ଏହି ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି ପୋଲିଭାବିଥିବା ବେଳେ…

ମେକ୍ସିକୋ: ଟ୍ରକ୍ ସହ ଧକ୍କା ପରେ ବସରେ ଲାଗିଲା ଭୟଙ୍କର ନିଆଁ, ୪୧ ଜଣଙ୍କ ମୃତ୍ୟୁ

ମେକ୍ସିକୋର ତାବାସ୍କୋ ରାଜ୍ୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୧ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଗତ ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ଏଠାରେ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ପରେ ବସରେ ଭୟଙ୍କର ନିଆଁ ଲାଗିଯାଇଥିଲା । ବସ୍‌ରେ ଥିବା ୪୮ ଜଣଙ୍କ ମଧ୍ୟରୁ ୩୮ ଜଣ ଯାତ୍ରୀ ଏବଂ ଦୁଇ…

ହୁତୁହୁତୁ ହୋଇ ଜଳିଗଲା ବସ, କାରଣ ଅସ୍ପଷ୍ଟ

ବାଲିଗୁଡା : ହୁହୁ ହୋଇ ଜଳିଗଲା ଘରୋଇ ବସ୍ ।  ବାଲିଗୁଡା ଥାନା ନିକଟରେ ଘଟିଛି ଘଟଣା ।  ପାର୍କିଂରେ ବସଟି ରହିଥିବା ବେଳେ କୌଣସି କାରଣ ବଶତଃ ବସଟି ଜଳିଯାଇଥିଲା ।  କୋଟଗଡ଼ରୁ ଦାରିଙ୍ଗିବାଡ଼ି ଯାଉଥିବା ଏହି ବସଟି ଗତ ୩ ମାସ ହେବ ଅଫ ରୋଡରେ ରହିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…