ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୭ ଜଣ ଛାତ୍ରଛାତ୍ରୀ

ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ । ଗୋପ ରାସ୍ତାର ବାୟାକୁଦା ଗାଁ ମୁଣ୍ଡ ଠାରେ ସ୍କୁଲ ପିଲାଙ୍କୁ ଆଣିବା ପାଇଁ ଗାଡି ବେଗୁନିଆ ଛକ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି ।

କୋଣାର୍କ : ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ । ଗୋପ ରାସ୍ତାର ବାୟାକୁଦା ଗାଁ ମୁଣ୍ଡ ଠାରେ ସ୍କୁଲ ପିଲାଙ୍କୁ ଆଣିବା ପାଇଁ ଗାଡି ବେଗୁନିଆ ଛକ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତିଲେ ୭ ଜଣ ଛାତ୍ରଛାତ୍ରୀ । ଧୂଆଁରେ ଛାତ୍ରଛାତ୍ରୀ ଅଣ ନିଶ୍ୱାସୀ ହୋଇଯାଇଥିବା ବେଳେ ଗୋପ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.