Below header

ସରକାର କହିଲେ ହଁ ହେଲେ ରାଜି ହେଲେ ନାହିଁ ବସ୍ ମାଲିକ, କାଲିଠୁ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରକାର ଯେଉଁ ନିଷ୍ପତ୍ତି ନେଲେ ସେଥିରେ ରାଜି ନୁହେଁ ଘରୋଇ ବସ୍ ମାଲିକ ସଂଘ । ତେଣୁ ଆସନ୍ତାକାଲି ରାଜ୍ୟରେ ଘରୋଇ ବସ ଗଡ଼ିବ ନାହିଁ । ଆସନ୍ତା କାଲି ଦିନ ୧୧ଟାରେ ଜୋନାଲ କମିଟିର ମିଟିଂ ଅଛି । ଆସନ୍ତା ବୁଧବାର ଦିନ ଅଲ୍‌ଓଡିଶା କମିଟିର ବୈଠକ ବସିବ । ଏହି ବୈଠକ ପରେ ରାଜ୍ୟରେ ଘରୋଇ ବସ୍ ଚାଲିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ । ଆଜି ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଓଡିଶା ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର‌୍ୟ୍ୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.