Below header

କେନ୍ଦ୍ରାପଡ଼ା: ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ଼, ଦୁଇ ଦୁର୍ବୃତ୍ତ ଫେରାର୍

କେନ୍ଦ୍ରାପଡ଼ା(କେନ୍ୟୁଜ୍): ସ୍ପଷ୍ଟ ଦିବାଲୋକରେ ଫୁଟିଲା ଗୁଳି । ମାର୍ଶାଘାଇ ହାତିଆରେ ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର୍‌ ହୋଇଯାଇଛନ୍ତି। ମୃତକ ହେଲେ ଗଗନ ସାହୁ। କେନ୍ଦ୍ରାପଡ଼ା ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ବ୍ୟବସାୟୀ ଜଣକ ମଣିକୁଣ୍ଡାରୁ କେନ୍ଦ୍ରାପଡ଼ା ଆସିବାବେଳେ ଏହି ଗୁଳିମାଡ଼ ହୋଇଛି। ତେବେ କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.