ଯାଜପୁର: ୨୪ଘଣ୍ଟା ମଧ୍ୟରେ ଲକ ଡାଉନ ନିୟମ ଉଲଂଘନ କରି ୧୪ ଜଣଙ୍କ ବିରୋଧରେ ୧୨ ଟି ମକଦ୍ଦମା ରୁଜୁ

ଯାଜପୁର ଟାଉନ(କେନ୍ୟୁଜ): ଗତ ୨୪ଘଣ୍ଟା ମଧ୍ୟରେ ଲକ ଡାଉନ ନିୟମ ଉଲଂଘନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୪ ଜଣଙ୍କ ବିରୋଧରେ ୧୨ ଟି ମୋକଦ୍ଦମା ରୁଜୁ, ୫୭ଟି ଗାଡି ଜବତ ସହ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ। ଏସ ପି ଚରଣ ସିଂ ମିନା ଟୁଇଟ ଯୋଗେ ଦେଲେ ସୂଚନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.