Below header

ଭୂତ ଛଡ଼ାଇବା ନାଁରେ ନାବାଳକକୁ ନିସ୍ତୁକ ମାଡ଼, ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଦୃଶ୍ୟର ମଜାନେଲେ ଲୋକେ

ବାଲେଶ୍ବର(କେନ୍ୟୁଜ୍):    ଭୂତ ଛଡ଼ାଇବା ନାଁରେ ନାବାଳକକୁ ନିସ୍ତୁକ ମାଡ଼। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ରାଣୀଗୁଡ଼ା ଗାଁରେ ଅଭାବନୀୟ ଘଟଣା। । ନିରିହ ଛୁଆଟି ପାଟିରେ ଚପଲ ଧରି ଠିଆ ହୋଇଛି। ପାଖରେ ଗୁଣିଆ ଠିଆ ହୋଇ ମାଡ଼ ମାରୁଛି। ଏ ସମୟରେ ପାଖରେ ଠିଆ ହୋଇଛନ୍ତି ଗାଁ ଲୋକେ। ଅନ୍ଧବିଶ୍ୱାସରେ ସମସ୍ତେ ଅନ୍ଧ ହୋଇ ଠିଆ ହୋଇଛନ୍ତି। ଛୁଆଟିକୁ ମାଡ ହେବା ଦେଖୁଛନ୍ତି। ଏଥିରେ ଭୂତ ଛାଡିବ ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି। ଛୁଆଟି ମାଡ ଖାଇଖାଇ ତଳେ ପଡି ଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.