କିଟ୍‌ କ୍ୟାମ୍ପସରେ କାଇମେରା-୨୦୧୯ ଉଦଯାପିତ

ଭୁବନେଶ୍ବର:କିଟ୍‌ କ୍ୟାମ୍ପସରେ କାଇମେରା ୨୦୧୯ ଉଦଯାପିତ ହୋଇଛି । ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ହାସ୍ୟ କଳାକାର ବିଶ୍ୱକଲ୍ୟାର ରଥ । କମେଡି ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମନ ଜିଣିଥିଲେ । କାର୍ଯ୍ୟକ୍ରମରେ କିଟ୍‌ର ସମସ୍ତ କର୍ମକର୍ତ୍ତାଙ୍କ ସହ ହଜାରେରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.