ପୁରୀରେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପରିବା ମାର୍କେଟ ବନ୍ଦ, ବିଭିନ୍ନ ସାହିର ଗଳିକନ୍ଦିରେ ଚାଲିଛି ପରିବା ବିକ୍ରୀ

ପୁରୀ: ପୁରୀରେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପରିବା ମାର୍କେଟ ବନ୍ଦ ଘୋଷଣା । ପ୍ରଶାସନର ଏହି ନିଷ୍ପତ୍ତି ପରେ ସାହିର ବିଭିନ୍ନ ଗଳିକନ୍ଦିରେ ଚାଲିଛି ପରିବା ବିକ୍ରୀ । ବିଶେଷ କରି ଜିଲ୍ଲାର ୩ଟି ପ୍ରମୁଖ ପରିବା ମାର୍କେଟ ଗୁଡିକ ବନ୍ଦ ରହିଛି । ଫଳରେ ଠେଲା ଗାଡି ଓ ସାହି ମଧ୍ୟରେ ଥିବା ଦୋକାନ ଗୁଡିକରେ ଲୋକେ ଭିଡ ଜମାଉଛନ୍ତି । ତେବେ ଏହି ବନ୍ଦ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.