Below header

ଡ. ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ ଛାଇର ଶଦ୍ଦ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲେକାର୍ପିତ

କେନ୍ୟୁଜ୍(ବ୍ୟୁରୋ):  ନୀବନ ନିବାସରେ ଡ. ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ ଛାଇର ଶଦ୍ଦ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେକାର୍ପିତ କରିିଛନ୍ତି । ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି । ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହ ଏହି କବିତାରେ ରାହସ୍ୟମୟ ଅତିନ୍ଦୀୟ ଭାବଜଗତ ଭିତରେ ଜବୀନର ବୈଚିତ୍ର୍ୟକୁ ପ୍ରତିଫଳିତ କରିବାରେ କବି ଡ. ଗୋପବନ୍ଧୁ ସଫଳ ହୋଇଛନ୍ତି ।

ସେହିପରି ସରୋଜ ସାହୁଙ୍କ ଦ୍ୱାରା ରଚିତ ଗଳ୍ପଗୁଚ୍ଛ ‘ସୂର୍ଯ୍ୟାସ୍ତ ପୂର୍ବରରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏଥିରେ ୩୦ଟି ଗଳ୍ପ ସ୍ଥାନିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକ ଦୁଇଟି ପାଠକଙ୍କ ଆଦର ଲାଭ କରିବ ବୋଲି ଆଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.