ରାଜ୍ୟକୁ ପୁଣି ଲେଉଟିଲା ଶୀତ, ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟକୁ ପୁଣି ଲେଉଟିଲା ଶୀତ । କମୁଛି ରାତି ତାପମାତ୍ରା, ବଢୁଛି ଥଣ୍ଡା । ପଶ୍ଚିମା ଝଡର ପ୍ରଭାବରେ ପ୍ରଭାବିତ ହେଉଛି ରାତି ତାପମାତ୍ରା । ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.