ଖସୁଛି ପାରଦ ବଢୁଛି ଶୀତ, ରାଜ୍ୟରେ ଜାରି ରହିଛି ଶୀତର ଲହରୀ

ଅନୁଗୁଳ(କେନ୍ୟୁଜ୍‌): ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏବେ ଧୀରେ ଧୀରେ ଶୀତ ଅନୁଭୂତ ହେଉଛି । ଅନୁଗୁଳରେ ମଧ୍ୟ ବେସ୍‌ ଶୀତ ଅନୁଭୂତ ହେଲାଣି। ରିପୋର୍ଟ ମୁତାବକ ଗତକାଲି ଅନୁଗୁଳରେ ୧୧ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି ୧୦ ରୁ ୧୧ ଡିଗ୍ରୀ ଥିବା ଜଣାପଡିଛି।

anugul coldପାରଦ ଯେତିକି ଖସୁଛି ଶୀତର ମାତ୍ରା ବେଶ ଅନୁଭୂତ ହେଉଛି। ଶୀତ ପାଇଁ କିଏ ନିଆଁ ପଇଁ ହେଉଛି ତ କିଏ ବ୍ୟାୟାମ କରୁଛନ୍ତି। ଶୀତର ମାତ୍ରା ଯେତିକି ବଢୁଛି କରୋନାର ଅଜଣା ଭୟ ମଧ୍ୟ ମନରେ ସଞ୍ଚାର ହେଉଛି। କେବେ କମିବ ଶୀତ ଶିତରୁ ମିଳିବ ଆସ୍ୱସ୍ତି। ଗୋଟିଏ ପଟେ ଶୀତ ଅନ୍ୟପଟେ କୁହୁଡି ଜନଜୀବନ ଉପରେ ପ୍ରଭାବ ପକାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.