ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଫେରିଛି ଶୀତ, କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନକୁ କରିଛି ଅସ୍ତବ୍ୟସ୍ତ

ଭୁବନେଶ୍ବର: ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି । ଶୀତର ମାତ୍ରା ଏତେ ଅଧିକ ରହିଛି ଯେ,ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ପାଗ ଅନୁକୂଳ ନଥିବାରୁ ଚାଷୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ପାଇଥିବା ପନିପରିବା ଏବେ ପଚିସଢି ନଷ୍ଟ ହେବାକୁ ବସିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.