କଲେଜ କ୍ୟାମ୍ପସରେ ଉଡ଼ିଲା ଅବିର ରଙ୍ଗ, ହୋଲିର ମଜା ଉଠାଇଲେ ଛାତ୍ର ଛାତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏମିତିରେ ଦଶ ଦୋଳ ଆରମ୍ଭ ହୋଇଯାଇଛି । ବିଭିନ୍ନ ଜାଗାରେ ମେଳଣ ଚାଲିଛି । ତେବେ କାଲିଠାରୁ କଲେଜ ଛୁଟି । ଖୋଲିବ ଯାଇ ହୋଲି ଅର୍ଥାତ୍‌ ୨୨ ତାରିଖ ପରେ । ତେଣୁ ଆଜି ରାଜଧାନୀର କିଛି ଶିକ୍ଷାନୁଷ୍ଠାନରେ ଉଡ଼ିଥିଲା ରଙ୍ଗ ଅବିର । ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି କଲେଜରେ ଛାତ୍ର ଛାତ୍ରୀମାନେ ନିଜ ନିଜ ଭିତରେ ରଙ୍ଗ ବୋଳି ଆଗୁଆ ହୋଲି ପାଳନ କରିଥିଲେ ।

IMAGE-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.