ନିଜେ ଟଙ୍କା ନେଇ ଟଙ୍କା ଛଡାଇ ନେବାର ନାଟକ ରଚିଥିଲେ, ଅଭିଯୋଗକାରୀ ହେଲେ ଗିରଫ

ରବରି ଯୋଜନା। ନିଜେ ଟଙ୍କା ନେଇ ନିଜେ ଗିରଫ । ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ କରିଥିଲେ ହେଲେ ଅଭିଯୋଗକାରୀ ନିଜେ ଗିରଫ ହୋଇଛନ୍ତି । ଆଠଗଡ଼ରେ ଫାଇନାସ କର୍ମଚାରୀଙ୍କ ନୂଆ ନାଟକ । ନିଜେ ଟଙ୍କା ନେଇ ଟଙ୍କା ଛଡାଇ ନେବାର ନାଟକ ରଚିଥିଲେ ।

ଆଠଗଡ଼ (କେନ୍ୟୁଜ୍‌) : ରବରି ଯୋଜନା। ନିଜେ ଟଙ୍କା ନେଇ ନିଜେ ଗିରଫ । ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ କରିଥିଲେ ହେଲେ ଅଭିଯୋଗକାରୀ ନିଜେ ଗିରଫ ହୋଇଛନ୍ତି । ଆଠଗଡ଼ରେ ଫାଇନାସ କର୍ମଚାରୀଙ୍କ ନୂଆ ନାଟକ । ନିଜେ ଟଙ୍କା ନେଇ ଟଙ୍କା ଛଡାଇ ନେବାର ନାଟକ ରଚିଥିଲେ ।

ସୁନା ମୁତାବିକ୍‌, ଆଠଗଡ ରାଜନଗର ଗାଁରୁ ଆଠଗଡ ଆସୁଥିବା ବେଳେ ରାଧାଗୋବିନ୍ଦପୁର ଗାଁ ଠାରେ କେହି ଦୁର୍ବୃତ୍ତ ତାଙ୍କ ଠାରୁ ମାଡ ମାରି ୮୦ ହଜାର ଟଙ୍କା ଛଡାଇ ନେଇଥିବା ନେଇ ଆଠଗଡ ଥାନାରେ ଅଭିଯୋଗ କରିଥିଲେ ଆର୍ଶୀବାଦ ଫାଇନାସ୍ କର୍ମଚାରୀ । ଏନେଇ ଆଠଗଡ ପୋଲିସ ଆର୍ଶୀବାଦ ଫାଇନାସ୍ କର୍ମଚାରୀଙ୍କୁ ଗିରଫ କରିବା ସହ ସଂପୃକ୍ତ ଟଙ୍କା ରୁ ୭୮ ହଜାର ୧୪୦ ଟଙ୍କା , ଲ୍ୟାପଟପ, ବ୍ୟବହୃତ ବାଇକ ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.