ନିରଞ୍ଜନଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ କଂଗ୍ରେସର ନିନ୍ଦା, ପୋଲିସ ଡିଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ଦଳ

କେନ୍ୟୁଜ୍(ବ୍ୟୁରୋ): ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ଆଜି ପୋଲିସ ଡିଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ଦଳ । ଆକ୍ରମଣ କରିଥିବା ବ୍ୟକ୍ତି ସମସ୍ତେ ବିଜେପିର କର୍ମକର୍ତ୍ତା । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

congress 1 ସେହିପରି ପଞ୍ଚାୟତରୁ ରାଜ୍ୟସ୍ତର ଯାଏଁ ଆକ୍ରମଣର ପ୍ରତିବାଦ କରାଯିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ରାଜନୀତି ହିଂସାର ସ୍ଥାନ ନାହିଁ ବୋଲି କହିଛି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.