ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୧୩ ଜୀବନ ନେଲା କରୋନା

ଭୁବନେଶ୍ୱର:  ଗତ ୨୪ ଘଣ୍ଟା ଭିତରେ ଆଉ ୧୩ ଜୀବନ ନେଇଛି ମାରାତ୍ମକ କରୋନା । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି ।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ମୃତକଙ୍କ ମଧ୍ୟରୁ ବାଲେଶ୍ଵରରୁ ଜଣେ, ଭୁବନେଶ୍ୱରରୁ ୨ ଜଣ , ପୁରୀରୁ ତିନି ଜଣ, ମୟୁରଭଞ୍ଜରୁ ଚାରି ଜଣ, ନୂଆପଡାରୁ ଜଣେ, ବଲାଙ୍ଗୀରରୁ ଜଣେ ଅଛନ୍ତି ।

ଏହାବାଦ ଅନୁଗୁଳରୁ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.