ବାସନ ମାଜୁଥିଲା ବେଳେ ପୋଖରୀରେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର

ପୋଖରୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ବାସନ ମାଜୁଥିଲା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର।କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତିଆଗଡ଼ି ଗାଁରେ ଘଟିଛି ଘଟଣା ।

କେନ୍ଦ୍ରାପଡ଼ା(କେନ୍ୟୁଜ୍): ପୁଣି କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ାରେ ଆସିଛି ଖବର। ପୋଖରୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ବାସନ ମାଜୁଥିଲା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର।କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତିଆଗଡ଼ି ଗାଁରେ ଘଟିଛି ଘଟଣା । ପୂର୍ବରୁ ପଟ୍ଟାମୁଣ୍ଡାଇ ନିମପୁର ଗାଁର ଜଣେ ବାଳକକୁ ଟାଣି ନେଇଥିଲା କୁମ୍ଭୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.