Browsing Tag

crocodile attack

ରାଜସ୍ଥାନରେ ଏପରି ଏକ ଗାଁ ରହିଛି ଯେଉଁଠାରେ ଭୟର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ…

କୋଟାର ଚନ୍ଦ୍ରସାଲ ଗାଁରେ ଗ୍ରାମୀଣ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଏକ ପୋଲ । ଚନ୍ଦ୍ରସାଲ ଗାଁରେ ନଦୀ ସହ ଜଡିତ ହୋଇଥିବା ଲୋକ ବ୍ରିଜ ଠିକ ନତିବା ହେତୁ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି । ବର୍ଷା ଦିନରେଏହି ପୋଲ ଭାଙ୍ଗି ଯାଇଥିବା ଫଳରେ ହନ୍ତସନ୍ତ ହେଉଛନ୍ତି ଏଠାକାର ଗ୍ରାମିଣ…

କୁମ୍ଭୀର ଆକ୍ରମଣରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ମହାକାଳପଡ଼ା : କୁମ୍ଭୀର ଆକ୍ରମଣରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଗୋରୁ ଆଣିବାକୁ ଯାଇଥିବା ବେଳେ ଟାଣି ନେଇଥିଲା କୁମ୍ଭୀର । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରୀକ ଥାନା ଅନ୍ତର୍ଗତ ରଟପଙ୍ଗ ଗ୍ରାମ ପାପୁଲି ନଦୀ କୂଳରୁ ସେ ନିଖୋଜ ହୋଇଥିଲେ । ମୃତକ ହେଲେ ରଟପଙ୍ଗ…

ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର, ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଆଳି : ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ । ମଇଁଷି ଚରାଉଥିବା ବେଳେ ଜଣକୁ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତି ଜଣକ ଆଳି ଥାନା ଇଚ୍ଛାପୁର ଗାଁର ଅଜାମ୍ବର ନାୟକ । ଖରସୁଆ ନଦୀ କୂଳରେ ମଇଁଷି ଚରାଇବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି ।…

କାଲି ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର, ଆଜି ମିଳିଲା କ୍ଷତବିକ୍ଷତ ମୃତଦେହ

ପଟ୍ଟାମୁଣ୍ଡାଇ/କେନ୍ଦ୍ରାପଡ଼ା  : କାଲି ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର । ଆଜି ବ୍ରାହ୍ମଣୀ ନଦୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ।  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁରେ ଅଘଟଣ। ଆଜି ପେଣ୍ଠ ପୋଲ ନିକଟରୁ ତାଙ୍କ ମୃତଦେହ…

ମହାନଦୀ କୂଳରେ ଖେଳୁଥିବା ବେଳେ ୮ ବର୍ଷର ବାଳକକୁ ଟାଣି ନେଲା କୁମ୍ଭୀର

ଅନୁଗୋଳ : କୁମ୍ଭୀର ଆକ୍ରମଣରେ ବାଳକ ମୃତ | ବାଳକ ଜଣକ ଟିକରପଡା ଘାଟ ସାହି ନଦୀ ପାଖରେ ଖେଳୁଥିବା ବେଳେ ନଦୀକୁ ଟାଣିନେଇଛି କୁମ୍ଭୀର | ସ୍ଥାନୀୟ ଲୋକେ କୁମ୍ଭୀର ମୁହଁରୁ ବାଳକକୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି | ବାଳକଙ୍କ ଘର ଅନୁଗୋଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ବୋଲି…

ଗାଧେଇବାକୁ ଯାଇଥିବା ସମୟରେ ଭିଡିନେଲା କୁମ୍ଭୀର

ଆଳି(କେନ୍ୟୁଜ): ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଂଚାୟତର ସିଙ୍ଗିଡ଼ି ଗାଁରେ ଘଟିଛି ଏକ ଅଭାବନୀ ଘଟଣା । ସୂଚନା ମୁତାବକ, ଗାଁ ନିକଟସ୍ଥ ଏକ ଜୋରରେ ମଣିଷଖିଆ…

କାଦୁଅରେ ଲୁଚି ରହିଥିଲା କୁମ୍ଭୀର, ହଠାତ୍‌ କଲା ଆକ୍ରମଣ

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଜିନିଷ ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପରେ ଆପଣମାନେ ନିଶ୍ଚିତ ଭାବେ ଆଶ୍ଚଯ୍ୟ ହୋଇଯାଉଥିବେ । ତେବେ ଯଦି ଆପଣ କେବେ ଜଙ୍ଗଲ ରାସ୍ତାରେ ବୁଲିବାକୁ ବାହାରକୁ ଯାଉଛନ୍ତି. ତେବେ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ମଧ୍ୟ ବହୁତ ଜରୁରୀ ।…

ଛୋଟ କୁମ୍ଭୀରକୁ ମାରି ଖାଇଲା ବଡ଼ କୁମ୍ଭୀର, ଭାଇରାଲ ହେଉଛି ଭିଡିଓ

ଜୀବ ଜନ୍ତୁଙ୍କର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତ୍ୟେକ ଭିଡିଓରେ କିଛି ନା କିଛି ଖାସ୍‌ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ କୁମ୍ଭୀର ଅନ୍ୟ ଏକ କୁମ୍ଭୀର ଗିଳିବାକୁ…

ବଞ୍ଚିଗଲା ଜୀବନ: କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଲେ ମହିଳା

ଯାଜପୁର (କେନ୍ୟୁଜ): ଅଳ୍ପକେ ବର୍ତ୍ତିଲା ଜୀବନ। ବିରାଟକାୟ କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଛନ୍ତି ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ। ସୂଚନା ମୁତାବକ ଗତକାଲି କିଛି ମହିଳା ନଦୀକୁ…

ମଣିଷଖିଆ କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ, ସତର୍କତା ହିଁ ବଞ୍ଚାଇଦେଲା ଜୀବନ

ମାର୍ଶାଘାଇ(କେନ୍ୟୁଜ୍): ରାଜନଗର ପରେ ମାର୍ଶାଘାଇରେ କୁମ୍ଭୀର ଆତଙ୍କ। ଲୁଣା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କରିବାକୁ ମାଡ଼ି ଆସିଲା ୮ ଫୁଟ ଲମ୍ବର କୁମ୍ଭୀର । ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଷୋଟିବାଲି…

ମଇଁଷି ଚରାଳିକୁ କୁମ୍ଭୀର ଟାଣି ନେବା ଘଟଣା, ୨୪ ଘଣ୍ଟା ପରେ ମିଳିଲା ଅଭୟ ରାଉତଙ୍କ ମୃତଦେହ

ରାଜନଗର (କେନ୍ୟୁଜ): ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଅଭୟ ରାଉତଙ୍କ ମୃତଦେହ। ରାଜନଗର ବ୍ରାହ୍ମଣୀ ନଦୀର ଏକମାଣିଆ ଗାଁ ନିକଟରୁ ମୃତଦେହ ଉଦ୍ଧାର କଲେ ଗ୍ରାମବାସୀ ଓ ବନବିଭାଗ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରାଜପୁର ଗାଁର ଅଭୟ ରାଉତଙ୍କୁ ଗତକାଲି ପାଣି ଭିତରକୁ ଟାଣି ନେଇଥିଲା କୁମ୍ଭୀର। ଅଭୟ…

ରାଜନଗରରେ ପୁଣି କୁମ୍ଭୀର ଆତଙ୍କ, ମଇଁଷି ଚରାଉଥିବା ବେଳେ କୂଳରୁ ଝାମ୍ପି ନେଲା କୁମ୍ଭୀର

ପୁଣି ନଦୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର। ଶିକାର ଆଶାରେ ଜଗିରହିଥିଲା କୂଳ ପାଖରେ। ଶେଷରେ ସୁଯୋଗ ଦେଖି ଝାମ୍ପିନେଲା। ବ୍ୟକ୍ତି ଜଣକ ସବୁଦିନ ଭଳି ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଇବାକୁ ଯାଇଥିଲେ। କିନ୍ତୁ ସେ କଣ ଜାଣିଥିଲେ ଏଠି ତାଙ୍କର ମରଣ ତାଙ୍କୁ ଜଗି ରହିଛି ବୋଲି.. କିଛି କ୍ଷଣ…