ଆସନ୍ତା ଡିସେମ୍ବର ୨୨ରେ ବାରବାଟୀ ଦିନିିକିଆ ମ୍ୟାଚ୍‌, ଷ୍ଟାଡିୟମ୍‌ ବୁଲି ଦେଖିଲେ କଟକ ଡିସିପି

କଟକ(କେନ୍ୟୁଜ୍): ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ଦିନିିକିଆ ମ୍ୟାଚ୍‌ । ଏଥିପାଇଁ କଟକ ଡିସିପି ବାରବାଟୀ ଷ୍ଟାଡିୟମ୍‌ ବୁଲି ଦେଖିଛନ୍ତି । ଏଥର ପୁରୁଣା ଟିକେଟ୍‌ ଦର ସହ ଜିଏସ୍‌ଟି ଲାଗୁ ହେବ । ୧୫ ଦିନ ଭିତରେ ଷ୍ଟାଡିୟମ୍‌ରେ ମରାମତି କାମ ଶେଷ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.