Below header

ବାଲେଶ୍ବର : ଡ୍ରେନରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତ ଦେହ

ବାଲେଶ୍ବର : ମେଡିକାଲ୍ କଲେଜ୍ ହସ୍ପିଟାଲ୍ ପରିସରରେ ଅଭାବନୀୟ ଘଟଣା । ନବଜାତ ଶିଶ କନ୍ୟାକୁ କେହି କପଡାରେ ଗୁଡାଇ ଡ୍ରେନରେ ଫିଙ୍ଗି ଦେଇଛି । ଶିଶୁ କନ୍ୟାଟିର ମୃତ୍ୟୁ ହୋଇଯାଇଥିବା ବେଳେ କିଏ ଫିଙ୍ଗିଛି ତାହା ଜଣା ପଡିନାହିଁ । ତେବେ ଘଟଣାଟି ପ୍ରଘଟ ହେବା ହସ୍ପିଟାଲରେ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.