ରାଜଧାନୀରେ ଆପାର୍ଟମେଣ୍ଟରୁ ଖସି ବିଲଡରଙ୍କର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଆଜି ଖାରବେଳ ନଗର ଥାନା ଅନ୍ତର୍ଗତ ଚନ୍ଦ୍ରମା ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଖସିପଡ଼ିବାରୁ ଜଣେ ବିଲଡରଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ମୃତକ ଜଣଙ୍କର ନାମ ପୀୟୁଷ ମୋହନ ମିଶ୍ର। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତକ ଜଣଙ୍କ ଗତ କିଛି ଦିନ ହେବ ଆପାର୍ଟମେଣ୍ଟରେ ଥିବା ତାଙ୍କ ଶାଶୁ ଘରେ ରହୁଥିଲେ। ତେବେ ଏନେଇ ଜଣାପଡିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି।

BUILDER

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.