Below header

କଟକରେ କିଭଳି ଘଟିଥିଲା ସିରିଜ୍‌ ହତ୍ୟାକାଣ୍ଡ? ପୋଲିସକୁ ଡେମୋ ଦେଖାଇଲା ସାଇକୋକିଲର ନାରାୟଣ ସାହୁ

କଟକ(କେନ୍ୟୁଜ୍): କଟକରେ କିଭଳି ଘଟିଥିଲା ସିରିଜ୍‌ ହତ୍ୟାକାଣ୍ଡ? ଘଟଣାସ୍ଥଳରେ ଡେମୋ ଦେଖାଇଲା ସାଇକୋକିଲର ନାରାୟଣ ସାହୁ । ଆଜି ଘଟଣାସ୍ଥଳକୁ ନାରାୟଣ ସାହୁକୁ ନେଇଥିଲା ପୋଲିସ । କିଭଳି କରିଥିଲା ହତ୍ୟାକାଣ୍ଡ ସେନେଇ ନାରାୟଣ ପୋଲିସକୁ ଡେମୋ ଦେଖାଇଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଛୁରୀକୁ ଅଳିଆ ଗଦାରୁ ଜବତ କରିଛି ପୋଲିସ । ଆଜି ଅଭିଯୁକ୍ତ ନାରାୟଣ ସାହୁ କୋର୍ଟ ଚାଲଣ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.