Browsing Tag

psycho killer

ସାଇକୋ କିଲର ଅମରେନ୍ଦ୍ର ! ପ୍ରାପ୍ତ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରି ନେଉଥିଲା ଜୀବନ

ଉତ୍ତରପ୍ରଦେଶ ବାରବାଙ୍କୀ ଏବଂ ଅଯୋଧ୍ୟାରେ ଆତଙ୍କ ଖେଳାଇଥିବା ସାଇକୋ କିଲରକୁ ପୋଲିସ ଗିରଫ କରିଛି। ଅଯୋଧ୍ୟା ପୋଲିସ ସାଇକୋ କିଲର ଅମରେନ୍ଦ୍ରକୁ ମଓ୍ଵାଇ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବାରବାଙ୍କୀରେ ୩ଟି ଏବଂ ଅଯୋଧ୍ୟାରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡିଛି।…

ସ୍ତ୍ରୀ ଓ ୨ ଝିଅଙ୍କୁ ହତ୍ୟା କରିବା ପରେ ଟିଉସନ୍‌ ଦିଦିକୁ ମାରି ଶବ ସହ ଦୁଷ୍କର୍ମ କଲା ପିଶାଚ, କହିଲା ପୂରା କାହାଣୀ

ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ। ସପ୍ତାହେ ତଳେ ଜାମସେଦ୍‌ପୁରରେ ପତ୍ନୀ, ଦୁଇ ଝିଅ ଓ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିବା ଅପରାଧୀ ଗିରଫ। ଅଭିଯୁକ୍ତର ନାଁ ଦୀପକ କୁମାର ବୋଲି ଜଣାପଡ଼ିଛି। ପଚରାଉଚରା ବେଳେ ଦୀପକ ବହୁ ଚାଞ୍ଚଲ୍ୟକର ବୟାନ ଦେଇଛି। ସେ ନିଜ ମୁହଁରେ ମାନିଛି ଯେ…

କଟକରେ କିଭଳି ଘଟିଥିଲା ସିରିଜ୍‌ ହତ୍ୟାକାଣ୍ଡ? ପୋଲିସକୁ ଡେମୋ ଦେଖାଇଲା ସାଇକୋକିଲର ନାରାୟଣ ସାହୁ

କଟକ(କେନ୍ୟୁଜ୍): କଟକରେ କିଭଳି ଘଟିଥିଲା ସିରିଜ୍‌ ହତ୍ୟାକାଣ୍ଡ? ଘଟଣାସ୍ଥଳରେ ଡେମୋ ଦେଖାଇଲା ସାଇକୋକିଲର ନାରାୟଣ ସାହୁ । ଆଜି ଘଟଣାସ୍ଥଳକୁ ନାରାୟଣ ସାହୁକୁ ନେଇଥିଲା ପୋଲିସ । କିଭଳି କରିଥିଲା ହତ୍ୟାକାଣ୍ଡ ସେନେଇ ନାରାୟଣ ପୋଲିସକୁ ଡେମୋ ଦେଖାଇଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ…

ସାଇକୋ କିଲରର ଠିକଣା ପାଇଲା କମିଶନରେଟ ପୋଲିସ, ୨୪ ଘଣ୍ଟାରେ ନେଇଥିଲା ୩ ଜୀବନ

କଟକରେ ସିରିଏଲ କିଲିଂ ମାମଲାରେ ପୋଲିସକୁ ମିଳିଲା ସୁରାକ୍‌ । ସାଇକୋ କିଲରର ପତ୍ତା ପାଇଲା କମିଶନରେଟ ପୋଲିସ । ଏହି ଘଟଣାରେ ଜଣେ ବୁଲା ବିକାଳିକୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ଗତ କିଛି ଦିନ…

ପୁଣି ଆତଙ୍କ ଖେଳାଇଲା ଷ୍ଟୋନମ୍ୟାନ, ଖାନନଗର କାଳୀ ମନ୍ଦିର ପାଖରେ ଜଣେ ବ୍ୟକ୍ତିଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ…

କଟକ(କେନ୍ୟୁଜ୍): ନିଦ ହଜେଇଛି ଷ୍ଟୋନମ୍ୟାନ୍‌। ଘଟଣାର ୩ ଦିନ ପରେ ବି ପୋଲିସ ହାତରେ ଲାଗୁନି ସାଇକୋ କିଲର୍। କଟକ ପରେ ଭୁବନେଶ୍ୱରରେ ବି ଆତଙ୍କ ଦେଖାଦେଇଛି। ଲୋକଙ୍କୁ ଭୟଭୀତ ନେହାବକୁ ସଚେତନ କରାଇବା ସହ ଗତକାଲି ରାତିରେ ନିଜେ ସିପି ସହର ସାରା ପଇଁତରା ମାରିଛନ୍ତି। ରସୁଲଗଡ଼ ଠାରୁ ଆରମ୍ଭ…