Below header

ପୋଲିସଙ୍କୁ ଅଟକ ରଖି ୧୫ ମହିଳାଙ୍କ ସମେତ ୨୦ ଜଣ ଗିରଫ

ପୁରୀ (କେନ୍ୟୁଜ ବ୍ୟୁରୋ): ପୁରୀ ଜିଲ୍ଲା ଗୋପ ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣା । ୧୫ ମହିଳାଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୬ ତାରିଖ ଦିନ ଏକ ଚୋରି ଘଟଣାରେ ଅପରାଧୀକୁ ଧରିବାକୁ ଯାଇଥିଲେ ପୋଲିସ । ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ୧୦ ଜଣ ପୋଲିସ କର୍ମଚାରୀଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ ଗ୍ରାମବାସୀ ।

ନିମାପଡା ଏସଡିପିଓ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ପୋଲିସ ମୁକୁଳିଥିଲେ । ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗତକାଲି ଗାଁର ୨୦ ଜଣଙ୍କୁ ଗିରଫ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.