ନବୀନଙ୍କ ଅଭିଭାଷଣ ୨୧ରୁ ୨୧ ମନ୍ତବ୍ୟକୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର (କେନ୍ୟୁଜ୍) : ନୟାଗଡରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଭିଭାଷଣ ୨୧ରୁ ୨୧ ମନ୍ତବ୍ୟକୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର ପ୍ରଧାନ, ଜବାବ ରଖି କହିଲେ-ମେ’ ମାସ ଶେଷରେ ଜଣାପଡ଼ିବ କିଏ କେତେ ଆସନରେ ଜିତିବ। ଏହା ସହିତ ବିଜେପି ୨୧ ରୁ ୨୧ ଆସନରେ ଜିତିବ ବୋଲି ମୋର ବିଶ୍ୱାସ ରହିଛି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.