ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ଼ ଏସପି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଏସପି। ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କଲେ ଭାରତୀୟ ନିର୍ବାଚନ କମିଶନ। ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ନିର୍ଦେଶ ଦେଲେ ।

ଭୁବନେଶ୍ୱର (କେନ୍ୟୁଜ): ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଏସପି । ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କଲେ ଭାରତୀୟ ନିର୍ବାଚନ କମିଶନ । ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ନିର୍ଦେଶ ଦେଲେ । ଦେବଗଡ଼ ଓ କଟକ ଗ୍ରାମୀଣ ଏସପିଙ୍କ ମଧ୍ୟ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ । ନିର୍ବାଚିତ ଜନପ୍ରତିନିଧିଙ୍କ ସହ ସମ୍ପର୍କ ଥିବାରୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪ଟି ରାଜ୍ୟରେ କିଛି ଅଣକ୍ୟାଡର ଅଧିକାରୀଙ୍କୁ ବଦଳ କରାଯାଇଛି । ଓଡ଼ିଶା, ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.