Browsing Tag

district collector

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ,ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରପଞ୍ଚଙ୍କ ଠାରୁ ଜିଲ୍ଲା ପରିଷଦ, କାହା ପାଇଁ କେଉଁ ସିଟ୍ ସଂରକ୍ଷଣ ରହିବ ହେବ ଚିହ୍ନଟ । ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ହେବ । ଏପ୍ରିଲ୍ ୧୭…

ପୁଣି ତାତିଲେ ଚାଷୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା

ବାଲେଶ୍ବର: ପୁଣି ତାତିଲେ ଚାଷୀ । କୃଷକ ମାରଣ ନୀତି ଅଭିଯୋଗ ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲା ନବନିର୍ମାଣ କୃଷକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା । ଜିଲ୍ଲାରେ କୃଷକ ମାରଣ ନୀତି ଓ ମିଲରମାନେ ଧାନ କୁଇଣ୍ଟାଲ୍ ପ୍ରତି ୮ ରୁ ୧୨ କେଜି…

ପାହାଡ଼ ଚଢିଲେ ବୌଦ୍ଧ ଜିଲ୍ଲାପାଳ, ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ସମୀକ୍ଷା

କଣ୍ଟାମାଳ: ପାହାଡ଼ ଚଢିଲେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ।  କଣ୍ଟାମାଳ ବ୍ଲକ ଆମ୍ବାଗାଁ ପଂଚାୟତର କୁପକୁପା ଗାଁ ପାହାଡ଼ ଚଢି ପୁରାତନ ମନ୍ଦିର ବୁଲି ଦେଖିଛନ୍ତି ଜିଲ୍ଲପାଳ ।  ମନ୍ଦିରକୁ ଆଗାମୀ ଦିନରେ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ସେ ସମୀକ୍ଷା କରିଛନ୍ତି ।  ପାଖାପାଖି…

ବାତ୍ୟା ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ, ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ

ଭୁବନେଶ୍ୱର : ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ। କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ । ଏନେଇ ସୂଚନା…

ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା ପାଇଁ ୧୫ ଅଧିକାରୀଙ୍କ ଦରମା ବନ୍ଦ

କଟକ : ମିଳିବ ନାହିଁ ସେପ୍ଟେମ୍ବର ମାସ ଦରମା । ୧୫ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ୭ ଜଣ ବିଡିଓ ଏବଂ ସିଡିଏମଓ ଙ୍କ ସମେତ ମୋଟ ୧୫ ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନ ଦିଗରେ ଅବହେଳା ପ୍ରଦର୍ଶନ ପାଇଁ କଡା…

୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଦ, ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି

ଭଞ୍ଜନଗର : ଆସନ୍ତା ୩୦ ତାରିଖ ଯାଏ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । କଳିଙ୍ଗା ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଭଞ୍ଜନଗର ଓ ସୋନପୁରରୁ ୨ଟି…

ବନ୍ୟା ବିପନ୍ନଙ୍କୁ ଭେଟି ରିଲିଫ ବାଣ୍ଟିଲେ ଜିଲ୍ଲାପାଳ, ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା

ଭଦ୍ରକ: ବନ୍ୟାଞ୍ଚଳର ସମୀକ୍ଷା କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।  ବନ୍ୟା ବିପନ୍ନଙ୍କୁ ଭେଟି ରିଲିଫ ବାଣ୍ଟିଲେ ।  ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା ।  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ବାଲିପୋଖରୀ,ଷୋଳମପୁର, ମାଳଦା, ବନ୍ଦାଲ, ନପଙ୍ଗ ଓ ରହଣିଆ ଆଦି ପଞ୍ଚାୟତରେ ପଶିଛି…

ସୁବର୍ଣ୍ଣରେଖାରେ ବଡ ବନ୍ୟା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ

ବାଲେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ରାଜଘାଟରେ ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା । ସନ୍ଧ୍ୟାରେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇର ତଳିଆ ଅଞ୍ଚଳ ଛୁଇଁବ ବନ୍ୟାଜଳ ।…

IAS ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୧୬ ଜିଲ୍ଲାପାଳ

ଭୁବନେଶ୍ୱର :  ଉପର ସ୍ତରରେ ବଡ଼ ଅଦଳ ବଦଳ ସହ ଜିଲ୍ଲାପାଳ ସ୍ତରରେ ମଧ୍ୟ ସରକାର କରିଛନ୍ତି ପରିବର୍ତ୍ତନ । ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥର ବଦଳି କରିଛନ୍ତି ମୋହନ ମାଝୀ । ଆସନ୍ତୁ ଜାଣିବା କେଉଁ ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ…

ସ୍କୁଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ନିଲମ୍ବନ ହେଲେ ପ୍ରଧାନ ଶିକ୍ଷକ

ନୂଆପଡ଼ା: ସ୍କୁଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଛାତ୍ର ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ମାରି ଦେଇଛି । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସାହାଜେଟ ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ର ଅଶ୍ୱିନୀ ବନଛୋରଙ୍କ ସନ୍ଦେହ ଜନକ ମୃତ୍ୟୁ…

ଯାଜପୁର ପରେ ଭଦ୍ରକ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ହଇଜା

ଭଦ୍ରକ: ରାଜ୍ୟରେ ଅଣାୟତ ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ଝାଡାବାନ୍ତି ରୋଗ । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଚାଲିଛି । ଯାଜପୁର ପରେ ଭଦ୍ରକ ଜିଲ୍ଲାରେ ବ୍ୟାପି ଚାଲିଛି ହଇଜା ସଂକ୍ରମଣ । ଏହି ରୋଗର ବ୍ୟାପକତା ଏତେ ମାତ୍ରାରେ ବଢ଼ି ବଢ଼ି ଚାଲିଛି ଯେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ…

ଶରଧାବାଲି ଅଘଟଣ : ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି

ପୁରୀ : ପୁରୀ ଶରଧାବାଲି ଅଘଟଣ ଘଟଣାରେ ରାଜ୍ୟ ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ସେହିପରି ଏସ୍‌ପି ଭିନୀତ୍‌ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍‌ପି…