ଜୁଲାଇ ୩୧ ଯାଏ ପୁରୀ ଜିଲ୍ଲାକୁ ବାହାର ଲୋକଙ୍କୁ ପ୍ରବେଶ ଉପରେ କଟକଣା, ସୂଚନା ଦେଲେ ଜିଲ୍ଲାପାଳ

ପୁରୀ(କେନ୍ୟୁଜ୍):  କାଲିଠୁ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା । ଜୁଲାଇ ୩୧ ଯାଏ ପୁରୀ ଜିଲ୍ଲାକୁ ବାହାର ଲୋକଙ୍କୁ ପ୍ରବେଶ ଉପରେ କଟକଣା ଲାଗିଛି । ଜିଲ୍ଲାର ୩ଟି ପ୍ରବେଶପଥ ଉପରେ ଦୃଷ୍ଟି ରଖିଛି ପ୍ରଶାସନ । ପୁରୀରେ କୋଭିଡ କଟକଣା କଡ଼ାକଡ଼ି କରିବା ସହ ଆବଶ୍ୟକ ନଥିଲେ ପୁରୀ ଜିଲ୍ଲାକୁ ନଆସିବାକୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ।

ଯଦି କେହି ବି ପୁରୀ ଯାଉଛନ୍ତି ତେବେ ପରିଚୟ ପତ୍ର ନେବା ବାଧ୍ୟତାମୂଳକ । ସେପଟେ ରଥଯାତ୍ରାରେ ନିୟୋଜିତ ସେବାୟତ, କର୍ମଚାରୀଙ୍କ ଆଉଥରେ କୋଭିଡ୍‌ ଟେଷ୍ଟ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.