ସାପ ସହ ଲଢିଲେ ୪ କୁକୁର, ବର୍ତ୍ତିଗଲା ଶ୍ରମିକଙ୍କ ଜୀବନ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବଡଗାଁ ଗ୍ରାମ ଠାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଇଟା ନିର୍ମାଣ ସ୍ଥାନରେ କିଛି ଲୋକୋ କାମକରୁଥିବା ବେଳେ ଏକ ନା ସାପ ପସିଥିଲା। ତେବେ ସବୁ ଦିନେ ସେଠାରେ କାମ କରୁଥିବା ଶ୍ରମୀକ ମାାନେ ନାଗ ସାପର ଉପସ୍ଥିତି ଜାଣିପାରିନଥିଲେ କିନ୍ତୁ ସବୁ ଦିନ କିଛି ଖାଦ୍ୟ ପାଉଥିବା କୁକୁର ସାପ କିଛି ଅଘଟଣ ଘଟାଇବା ପୂର୍ବରୁ ନାଗସାପର ଉପସ୍ଥିତି ଜାଣିପାରି ଗୋଡାଇ ଗୋଡାଇ ଉପସ୍ଥିତ ଥିବା ୪ଟି କୁକୁର ମାରିଦେଇଥିଲେ। ଏବଂ ନିଜ ବିଶ୍ବାସର ପରିଚୟ ଦେଇ କିଛି ଅମୂଲ୍ୟ ପ୍ରାଣକୁ ବଞ୍ଚାଇ ପାରିଥିଲେ। ସେଥିପାଇଁତ କୁହାଯାଏ ପସୁ ମଧ୍ୟରେ ଅଧିକ ବିଶ୍ବସ୍ଥ କୁକୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.