ଆସନ୍ତାକାଲିଠୁ ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା

ବ୍ରହ୍ମପୁର: ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା । ଆସନ୍ତାକାଲିଠାରୁ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଘରକୁ ଯାଇ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା ।

ଯେଉଁ ବୃଦ୍ଧ ବୃଦ୍ଧା ଟିକାକରଣ କେନ୍ଦ୍ରକୁ ଯାଇପାରୁ ନାହାନ୍ତି ସେମାନଙ୍କୁ ଏହା ସହାୟକ ହେବ ।ସେହିଭଳି ଘରକୁ ଘର ଯାଇ କୋଭିଡ ଟେଷ୍ଟିଂ ମଧ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.