Below header

ନୟାଗଡ: ବିରୂପାକ୍ଷ ମନ୍ଦିର କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ନୟାଗଡ(କେ ନ୍ୟୁଜ): ନୟାଗଡ ନୂଆଗାଁ ବ୍ଳକ ବିରୂପାକ୍ଷ ମନ୍ଦିରରେ ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ ହୋଇଛି । କନ୍ଧମାଳ ସାଂସଦ ତଥା କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇ ମଣ୍ଡପର ଶୁଭ ଦେଇଛନ୍ତି । ଭୂମି ପୂଜନ ଶେଷ ହେବା ପରେ ଦୁହେଁ ବ୍ଲକର ଭୂମୀହୀନ ଲୋକଙ୍କୁ ଘର ପଟା ଆଦି ବଣ୍ଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.