ରାୟପୁର ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ, ବିଭିନ୍ନ ରାଜ୍ୟ ଗସ୍ତ କରି ଲୋଡ଼ୁଛନ୍ତି ସମର୍ଥନ

ରାୟପୁର(କେନ୍ୟୁଜ୍): ରାୟପୁର ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ। ବିଭିନ୍ନ ରାଜ୍ୟ ଗସ୍ତ କରି ସମର୍ଥନ ଲୋଡ଼ୁଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ରାୟପୁରରେ ପହଞ୍ଚିଛନ୍ତି। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ବିଜେପି ବିଧାୟକ ଓ ସାଂସଦଙ୍କୁ ଭେଟିବେ ଦ୍ରୌପଦୀ ମୁର୍ମୁ। ଏହା ପୂର୍ବରୁ ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାପଣ କରିବେ। ଏପଟେ ଦୌପ୍ରଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ସୁହେଲଦେବ ଭାରତୀୟ ସମାଜ ପାର୍ଟି। ପାର୍ଟି ମୁଖ୍ୟ ଓପି ରାଜଭର ଏହା ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.