ଓଡିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବ ଡିଆର୍‌ଡିଓ

ଭୁବନେଶ୍ୱର(କେ ନ୍ୟୁଜ): ଓଡିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି କରିବ ଡିଆର୍‌ଡିଓ । କେବଳ ସିଭିଲ ଏବଂ ଇଲେକ୍ଟ୍ରିକାଲ କାମ କରିବ ଏନ୍‌ଏଚ୍‌ଏଆଇ । ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡା, ନୟାଗଡ ଏବଂ କୋରାପୁଟରେ ଏହି ପ୍ଲାଣ୍ଟ ସ୍ଥାପନ ହେବ । ସୂଚନା ଦେବା ଉଚିତ ହେବକି ଦେଶ ବ୍ୟାପି ଅକ୍ସିଜେନ

ଅଭାବ ଥିବା ବେଳେ ଓଡିଶା ଅନ୍ୟରାଜ୍ୟ ମାନଙ୍କୁ ଅକ୍ସିଜେନ ଯୋଗାଇ ଆସୁଛି । ପ୍ଲାଣ୍ଟ ସ୍ଥାପନ ହେବା ପରେ ଓଡିଶା ଅଧିକ ଅକ୍ସିଜେନ ଉତ୍ପାଦନ କରିବା ସହ ନିଜ ଚାହିଦା ପୂରଣ କରି ଅନ୍ୟ ରାଜ୍ୟ ମାନଙ୍କୁ ଯୋଗାଇ ପାରିବ ବୋଲି ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.