DRI କୁ ବଡ଼ ସଫଳତା, ୯ କେଜି ସୁନା ଜବତ

DRI କୁ ମିଳିଛି ବଡ଼ ସଫଳତା । କୋଲକାତାରୁ ସୁନା ଚାଲାଣ ବେଳେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା DRI । କୋଲକାତାରୁ କାରରେ ୯ କେଜି ୧୮୦ ଗ୍ରାମ ସୁନା ଚୋରା ଚାଲାଣ ହେଉଥିଲା।

କଟକ : DRI କୁ ମିଳିଛି ବଡ଼ ସଫଳତା । କୋଲକାତାରୁ ସୁନା ଚାଲାଣ ବେଳେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା DRI । କୋଲକାତାରୁ କାରରେ ୯ କେଜି ୧୮୦ ଗ୍ରାମ ସୁନା ଚୋରା ଚାଲାଣ ହେଉଥିଲା। ମଙ୍ଗୁଳି ଟୋଲ ପ୍ଲାଜାରେ ଗାଡ଼ିକୁ ଅଟକାଇ ସୁନା ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି DRI। ଜବତ ସୁନାର ମୂଲ୍ୟ ୬ କୋଟି ୪୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରା ଯାଇଛି । ସୁନାକୁ ଅଭିଯୁକ୍ତମାନେ ଗାଡ଼ିରେ ଲୁଚାଇ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.