ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ

ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ପାବୁରିଆ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଡ୍ରାଇଭର ଜଣକ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କେଇଟି ଗାଁର ସନାତନ ପ୍ରଧାନ ।

ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ପାବୁରିଆ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଡ୍ରାଇଭର ଜଣକ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କେଇଟି ଗାଁର ସନାତନ ପ୍ରଧାନ । ସେ କନ୍ଧମାଳ ଟିକାବାଲିରୁ ଭୁବନେଶ୍ୱର ଯାଉଥିବା ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ରେ ଡ୍ରାଇଭର ଭାବେ କାମ କରୁଥିଲେ । ଗାଡ଼ି ଚଳାଉଥିବା ସମୟରେ ପାବୁରିଆ ନିକଟରେ , ହଠାତ୍ ଚଳନ୍ତା ଗାଡି ଉପରେ ଢଳି ପଡ଼ିଥିଲେ ।  ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇ ପରେ ବୋଲି ଆଶଙ୍କା କର ଯାଉଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.