କଟକ ସୂତାହାଟ ଦରଜି ସାହିର ନକଲି କୋଲ୍‌ଡ ଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ରେଡ୍‌, ବିପୁଳ ପରିମାଣର କେମିକାଲ ଜବତ

ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଚାନକ ନକଲି କୋଲଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି । ରେଡ୍‌ ବେଳେ ବିପୁଳ ପରିମାଣର ପ୍ଲାଷ୍ଟିକ୍‌ ବୋଟଲ, ଅନେକ କେମିକାଲ ଇତ୍ୟାଦି ଜବତ ହୋଇଛି ।

କଟକ(କେନ୍ୟୁଜ୍):  ନକଲି କୋଲ୍‌ଡ ଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ରେଡ୍‌ । କଟକ ସୂତାହାଟ ଦରଜି ସାହି ଅଞ୍ଚଳରେ ସିଏମ୍‌ସିର ଚଢ଼ାଉ । ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଚାନକ ନକଲି କୋଲଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି । ରେଡ୍‌ ବେଳେ ବିପୁଳ ପରିମାଣର ପ୍ଲାଷ୍ଟିକ୍‌ ବୋଟଲ, ଅନେକ କେମିକାଲ ଇତ୍ୟାଦି ଜବତ ହୋଇଛି ।

ବିନା ଲାଇସେନ୍ସରେ ଚାଲୁଥିଲା କୋଲଡ୍ରିଙ୍କସ୍‌ ଫ୍ୟାକ୍ଟ୍ରି । ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡକୁ କପି କରି ବୋତଲରେ ମୃଦୁ ପାନୀୟ ଭର୍ତ୍ତି କରି ବିକ୍ରି ହେଉଥିଲା । ଶେଷରେ ଏହି କୋଲଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରିଛି ସିଏମ୍‌ସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.