Below header

ପୁରୀରେ ଛାତ୍ରଛାତ୍ରୀଙ୍କ ଗହଣରେ ବିଦେଶୀ ପାଳିଲେ ଇକୋ ଫ୍ରେଣ୍ଡଲି ଦୀପାବଳି

ପୁରୀ (କେନ୍ୟୁଜ୍) : ପୁରୀରେ ବିଦେଶୀ ପର୍ଯ୍ୟଟକ ପାଳିଲେ ଇକୋ ଫ୍ରେଣ୍ଡଲି ଦୀପାବଳି । ଛାତ୍ରଛାତ୍ରୀଙ୍କ ଗହଣରେ ଦୀପାବଳି ପୂର୍ବରୁ ବେସ୍‌ ଧୂମ୍‌ଧାମରେ ପାଳନ କରିଛନ୍ତି । ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ରଙ୍ଗୋଲି ଅଙ୍କିବା ସହ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଦୀପ ଜାଳିବା ସହ ପାଉଁରିଆ ଜାଳି ବଡ଼ ବଡୁଆ ଡାକି ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.