Below header

ରାୟଗଡ଼ା ରେଳ ଷ୍ଟେସନରୁ ୮ଜଣ ଦାଦନ ଉଦ୍ଧାର

ରାୟଗଡ଼ା(କେନ୍ୟୁଜ୍): ରେଳ ଷ୍ଟେସନରୁ ଉଦ୍ଧାର ହେଲେ ଦାଦନ। ରାୟଗଡ଼ା ରେଳ ଷ୍ଟେସନରୁ ୮ଜଣ ଦାଦନଙ୍କୁ ଉଦ୍ଧାର କରିଛି ରାୟଗଡ଼ା ଚାଇଲ୍‌ଡ ଲାଇନ୍ ଓ ଜିଆର୍‌ପି। ଉଦ୍ଧାରଙ୍କ ମଧ୍ୟରେ ୫ଜଣ ବାଳକ ଓ ୩ଜଣ ବାଳିକା ରହିଛନ୍ତି। ଏମାନେ ସମଲେ୍‌ତ ମୁନିଗୁଡ଼ା, କୋଲନରା ଓ କଲ୍ୟାଣସିଂହପୁର ବ୍ଲକର। ଆନ୍ଧ୍ରପ୍ରଦେଶର ଭୀମାବରମ ଠାରେ ଥିବା ଏକ ଚିଙ୍ଗୁଡି କାରଖାନାକୁ ଦାଦନ ଖଟିବାକୁ ଯାଉଥିବାବେଳେ ଏମାନଙ୍କୁ ଉଦ୍ଧାର କରାଯାଇଛି। ଆଜି ଏମାନଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.